ମୁହଁ ଦେବା Muhañ debā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଅଯଥା ପ୍ରଶ୍ରୟ ଦେବା — To give undue indulgence to a person
  • ଦେ. କ୍ରି — (ଯଥା—ଚାକର କୁକୁରଙ୍କୁ ମୁହଁ ଦେଲେ ସେମାନେ ଓପରେ ଚଢ଼ନ୍ତି।)
  • ଦେ. କ୍ରି — ଆସ୍ୱାଦନ କରିବା; ଚାଖିବା — To taste
  • ଦେ. କ୍ରି — (ଯଥା—ଏ ପାଣିରେ ଜମା ମୁହଁ ଦେଇ ଦେଉ ନାହିଁ)
  • ଦେ. କ୍ରି — ମୁହଁ ମାରିବା ( 1 ) (ଦେଖ) — ମୁହଁ ମାରିବା (1) (ଦେଖ)—. Muhañ māribā (1) (See)
  • ଦେ. କ୍ରି — ମୁହଁ ପକାଇବା (ଦେଖ) — Muhañ pakāibā (See)