ମୁହଁ ଦେଖିବା Muhañ dekhibā

  • ଦେ. କ୍ରି — ମୁହଁ ଚାହିଁବା ଦେଖ — Muhañ chāhiñbā (See)
  • ଦେ. କ୍ରି — ଆପଣାର ମୁଖର ପ୍ରତିବିମ୍ବକୁ ଦର୍ପଣ ସାହାଯ୍ଯରେ ଦେଖିବା — To see one's image in a mirror