ମୁହଁ ଦେଖାଇବା Muhañ dekhāibā

  • ଦେ. କ୍ରି — ମୁହଁ କାଢ଼ିବା (ଦେଖ) — Muhañ kaṟḍ̠ẖibā (See)
  • ଦେ. କ୍ରି — ଆପଣାର ମୁଖକୁ ଅନ୍ଯ ବ୍ଯକ୍ତିର ଦେଖିବାକୁ ସୁବିଧା ଦେବା — To allow another to see one's face; to show one's face
  • ଦେ. କ୍ରି — ଲଜ୍ଜାରେ ନତମସ୍ତକ ନ ହୋଇ ସମାଜରେ ସ୍ୱଚ୍ଛନ୍ଦରେ ବିଚରଣ କରିବା — To walk in the society with a raised head