ମୁହଁ ଥିବା Muhañ thibā
- ଦେ. ବି — କୌଣସି ବ୍ଯକ୍ତିର ନିକଟରେ ପ୍ରାର୍ଥନା ବା ଅନୁରୋଧ କରିପାରିବାର ସାମର୍ଥ୍ୟ — The capacity of requesting some one or praying before some one
- ଦେ. ବି — (ଯଥା— ସେ ରାଜାଙ୍କ ପାଖରେ ବସ ଉଠ କରନ୍ତି, ତାଙ୍କର ରାଜାଙ୍କ ପାଖେ ମୁହଁ ଅଛି; ସେ ମୋ ପାଇଁ ରାଜାଙ୍କ ପାଖରେ ଅବଶ୍ୟ ଚାରି ପଦ କହି ପାରିବେ।]