ମୁହଁ ଜୋର୍ Muhañjor
- ଦେ. ବି — ଦାମ୍ଭିକତା; ଭୁରୁଡ଼ୁ — Effrontery
- ଦେ. ବି — ବାକ୍ଶକ୍ତିର ପ୍ରଖରତା — Glibness of the tongue
- ଦେ. ବି — କୌଣସି କୌଣସି ଘୋଡ଼ାର ଲଗାମକୁ ବା ବାଗକୁ ନ ମାନିବାର ଶକ୍ତି — Obstinacy of some horses not to be curbed or restrained
- ଦେ. ବିଣ — ବଚନ— କୁଶଳ — Glib
- ଦେ. ବିଣ — ଭୁରୁଡ଼ା — Full of effrontery
- ଦେ. ବିଣ — ଯେଉଁ ଘୋଡ଼ା ବାଗକୁ ମାନେ ନାହିଁ — Strong-mouthed; uncurbable (horse)