ମୁହଁ ଚିକିଣେଇବା Muhañ chikiṇeibā
- ଦେ. କ୍ରି (ସଂ. ମୁଖ+ଚିକ୍କଣ) — ଖିଅର ହୋଇ ବା ତେଲ ମାରି ମୁହଁକୁ ଚିକ୍କଣ କରିବା — To make one's face fair or smooth by shaving or with unguents
- ଦେ. କ୍ରି (ସଂ. ମୁଖ+ଚିକ୍କଣ) — (ଲକ୍ଷଣାର୍ଥ) ଖୋସାମଦ କରିବା — (figurative) To flatter
- ଦେ. କ୍ରି (ସଂ. ମୁଖ+ଚିକ୍କଣ) — (ଲକ୍ଷଣାର୍ଥ) ହୃଦୟରେ କପଟ ରଖି ମୁହଁରେ ମଧୁର କଥା କହିବା — (figurative) To utter sweet words with conceit inside