ମୁହଁ ଗାଲୁ Muhañ gālu

  • ଦେ. ବି — ମୁହଁ ଭୁରୁଡ଼ୁ; ଦାମ୍ଭିକତା — Effrontery; bravado
  • ଦେ. ବି — କୌଣସି ସତ୍ୟ କଥାକୁ ନ ମାନିବା — Denial of a true fact