ମୁହଁ ଗାଲୁ ଭାଙ୍ଗି ଦେବା Muhañ gālu bhāṅgi debā

  • ଦେ. କ୍ରି — ପ୍ରହାରାଦିଦ୍ୱାରା ଦାମ୍ଭିକତାକୁ ଚୂର୍ଣ୍ଣ କରିଦେବା — To root out a person's effrontery (i.e. to cause him to speak out the truth) by condign punishment