ମୁହଁ ଗାଣ୍ଡି ପାଲଟିବା Muhañ gāṇḍi pālaṭibā

  • ଗ୍ରା. ବି (ଅଶିଷ୍ଟ) — ମୁଖୋଚ୍ଚାରିତ ବାକ୍ୟ ପ୍ରତିପାଳିତ ନ ହେବା — Breach of one's promise
  • ଗ୍ରା. ବି (ଅଶିଷ୍ଟ) — [ଦ୍ର— ମୁହଁ ଶବ୍ଦ ଉଚ୍ଚତାବ୍ୟଞ୍ଜକ ଓ ଗାଣ୍ଡି ହୀନତା ବା ହେୟତାବ୍ୟଞ୍ଜକ । ଯେଉଁ ଲୋକ ଆପଣାର ବାକ୍ୟ ବା ସତ୍ୟ ପାଳନ ନ କରେ, ଇତର ଲୋକେ କହନ୍ତି, "ତାର ମୁହଁ ନୁହେଁ ଯେ ଗାଣ୍ଡି", 'ତାର ମୁହଁଟା ଗାଣ୍ଡି ହେଲା' ଇତ୍ୟାଦି ।
  • ଗ୍ରା. ବି (ଅଶିଷ୍ଟ) — ଇତର ଲୋକେ ଅତି ବେହିଆ ଲୋକକୁ ଲକ୍ଷ୍ୟ କରି କହନ୍ତି ଯେ "ତାକୁ ମୁହଁରେ ମାଇଲେ ଲାଜ ନାହିଁ, କି ଗାଣ୍ଡିରେ ମାଇଲେ ଲାଜ ନାହିଁ ।]