ମୁହଁ ଖାଈ Muhañ khāī

  • ଦେ. ବିଣ. ସ୍ତ୍ରୀ (ଗାଳି) (ସଂ. ମୁଖରା) — କଳିହୁଡ଼ୀ; ଯେଉଁ ସ୍ତ୍ରୀ ମୁହଁକୁ ଚାହୁଁ ଚାହୁଁ ହୁଡ଼ିବାର ଗାଳିଦିଏ — Very quarrelsome (Woman), shrewish