ମୁହଁ ଖଉରିବା Muhañ khauribā

  • ଦେ. କ୍ରି — ମୁଖର ଶ୍ମଶ୍ରୁ ଆଦିର କ୍ଷୌର କରିବା — To shave the beard etc of the face
  • ଦେ. କ୍ରି — (ଉ—ଲାଜ ନ ଥାଏ ଯେଉଁ ମୁହଁକୁ ଭଣ୍ଡାରି ନ ଥାଏ ଖଉରିବାକୁ— ଢଗ ।)