ମୁହଁ ଖଉରାଇବା Muhañ khaurāibā

  • ଦେ. କ୍ରି (ସଂ. ମୁଖ+କ୍ଷୌର) — ଭଣ୍ଡାରିଦ୍ୱାରା ନିଜର ବା ଅନ୍ଯ ବ୍ଯକ୍ତିର ମୁଖର କ୍ଷୌରକର୍ମ ସମ୍ପାଦିତ କରାଇବା — To have one's own or another person's face shaven the by the barber