ମୁହଁ କଡ଼ା Muhañ kaṟḍ̠ā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ମୁଖ+କଟୁ) — ଅପ୍ରିୟଭାଷୀ; କଟୁଭାଷୀ — Foul-mouthed
  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ମୁଖ+କଟୁ) — କ୍ରୋଧନସ୍ୱଭାବ — Of an angry temperament