ମୁହଁ ଉଠାଇବା Muhañ uṭhāibā

  • ଦେ. କ୍ରି. (ସଂ. ମୁଖ+ଉତ୍+ସ୍ଥା ଧାତୁ) — ତଳକୁ ନତ କରିଥିବା ମୁଖକୁ ଉପରକୁ ଟେକିବା — To raise up one's face
  • ଦେ. କ୍ରି. (ସଂ. ମୁଖ+ଉତ୍+ସ୍ଥା ଧାତୁ) — ବହୁ ଲୋକଙ୍କ ମଧ୍ୟରେ ପ୍ରଧାନ ବା ଉନ୍ନତ ଅବସ୍ଥାଯୁକ୍ତ ହେବା — To become prominent amongst many