ମୁସ୍ତାଦାର Mustādāra

  • ବୈଦେ. ବି. (ଫା. ମୁସ୍ତାଜର କଚରିଆ ଭାଷା) — ଯେଉଁ ଲୋକ ଜମିଦାରି ଆଦିରୁ ଖଜଣା ଅସୁଲ କରିବାକୁ ଜମିଦାରଙ୍କଠାରୁ ଇଜରା ନିଏ; ଠିକାଦାର — A farmer or lessee who takes the farming of a Zamindari