ମୁସ୍ତଫା Mustaphā

  • ବୈଦେ. ବି. (ଆ. ମୁସ୍ତାଫା) — ମୁସଲମାନ ଉଚ୍ଚ— ବଂଶୀୟ ବ୍ଯକ୍ତିଙ୍କ ନାମ ପୂର୍ବରେ ଲାଗିବା ଉପାଧି ବିଶେଷ — A title prefixed to the name of Mahomedan nobles
  • ବୈଦେ. ବି. (ଆ. ମୁସ୍ତାଫା) — ହଜ୍ରତ୍ ମହମ୍ମଦଙ୍କ ନାମାନ୍ତର (ବିଶ୍ୱକୋଷ) — A name of the prophet Mahammad
  • ବୈଦେ. ବି. (ଆ. ମୁସ୍ତାଫା) — [ଦ୍ର—ତୁର୍କୀଜାତୀୟ ଅନେକ ଶାସନକର୍ତ୍ତା ଓ ତୁରଷ୍କର ସୁଲତାନଙ୍କ ଏହି ନାମ ଥିଲା । ଖ୍ରୀ 17 ଶଠାରୁ 19 ଶତାବ୍ଦି ମଧ୍ୟରେ ଏହି ନାମଧାରୀ 4 ଜଣ ତୁରଷ୍କର ସୁଲତାନ ହୋଇଥିଲା ।] — [ଦ୍ର—ତୁର୍କୀଜାତୀୟ ଅନେକ ଶାସନକର୍ତ୍ତା ଓ ତୁରଷ୍କର ସୁଲତାନଙ୍କ ଏହି ନାମ ଥିଲା ଖ୍ରୀ17ଶଠାରୁ19ଶତାବ୍ଦି ମଧ୍ୟରେ ଏହି ନାମଧାରୀ4ଜଣ ତୁରଷ୍କର ସୁଲତାନ ହୋଇଥିଲା ]