ମୁସ୍ତ Musta

  • ବୈଦେ. ବି. (ଫା. ମୁସ୍ତର୍) — ଥର, ବାର, ମୁଥ — Time
  • ବୈଦେ. ବି. (ଫା. ମୁସ୍ତର୍) — କିସ୍ତି — Instalment
  • ସଂ. ବି. (ମୁସ୍ତ୍ ଧାତୁ+କର୍ତ୍ତୃ. ଅ) — ଦୁବ ଘାସ — Cryperus Rotundus; the creeping grass
  • ସଂ. ବି. (ମୁସ୍ତ୍ ଧାତୁ+କର୍ତ୍ତୃ. ଅ) — ଏକ ପ୍ରକାର ଘାସର ସୁଗନ୍ଧି ମୂଳ, ଯଥା — The bulbous root of a kind of grass; cyperus Rotundus
  • ସଂ. ବି. (ମୁସ୍ତ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହା ତିକ୍ତ, କଟୁ, ବାୟୁ— ନାଶକ, ଗ୍ରାହକ ଓ ଦୀପନ, ଏହା ପିତ୍ତ, ଅସୃକ୍, ତୃଷ୍ଣା, ଜ୍ୱର ଓ କୃମି ନାଶକ । ଅନୁପଦେଶ ଜାତ ମୁଥା ପ୍ରଶସ୍ତ ।]