ମୁସ୍କୁଲି Muskuli

  • ବୈଦେ. ଅ ଓ ବିଣର ବିଣ., କ୍ରି. ବିଣ (ଆ. ମୁଷ୍କୀଲ୍) — ମହା; ଅତ୍ୟନ୍ତ — Great; very; very much
  • ବୈଦେ. ଅ ଓ ବିଣର ବିଣ., କ୍ରି. ବିଣ (ଆ. ମୁଷ୍କୀଲ୍) — ଶକ୍ତ; ଅସହଜ — Difficult
  • ବୈଦେ. ଅ ଓ ବିଣର ବିଣ., କ୍ରି. ବିଣ (ଆ. ମୁଷ୍କୀଲ୍) — [ଉ—ଏହା ବିପଦ କି ସମ୍ପଦ, ମହା ମୁସ୍କିଲି—ଫକୀର— ମୋହନ. ଛମାଣ ଆଠଗୁଣ୍ଠ ।]