ମୁସୁଦ୍ଧି Musuddhi

  • ବୈଦେ. ବି. (ଆ. ମୁତ୍ସଦ୍ଦୀ) — ମୋହରର୍; ଲେଖକ — Writer; clerk
  • ବୈଦେ. ବି. (ଆ. ମୁତ୍ସଦ୍ଦୀ) — ପେସ୍କାର — A ministerial officer who puts up record before a superior official
  • ବୈଦେ. ବି. (ଆ. ମୁତ୍ସଦ୍ଦୀ) — ବ୍ଯବସ୍ଥା କରିବା କର୍ମଚାରୀ — An officer in charge of arrangement
  • ବୈଦେ. ବି. (ଆ. ମୁତ୍ସଦ୍ଦୀ) — [ଉ—ସାରା ଫଉଜ ହେଲେ ତୟାର, ମୁସଦି ମୁସା ହେଲେ ବାହାର—ବ୍ରଜନାଥ. ସମର— ତରଙ୍ଗ ।]
  • ବୈଦେ. ବି. (ଆ. ମୁତ୍ସଦ୍ଦୀ) — ହିସାବରକ୍ଷକ — Accountant
  • ବୈଦେ. ବି. (ଆ. ମୁତ୍ସଦ୍ଦୀ) — ଗୁମାସ୍ତା — Agent