ମୁଷ୍ଟିମେୟ Mushṭimeya

  • ସଂ. ବିଣ (ମୁଷ୍ଟି+ମା ଧାତୁ+କର୍ମ. ଯ) — ମୁଷ୍ଟି— ଦ୍ୱାରା ପରିମେୟ; ମୁଠାଏ — A handful of
  • ସଂ. ବିଣ (ମୁଷ୍ଟି+ମା ଧାତୁ+କର୍ମ. ଯ) — ଅଳ୍ପ ପରିମାଣ — Little (in quantity)
  • ସଂ. ବିଣ (ମୁଷ୍ଟି+ମା ଧାତୁ+କର୍ମ. ଯ) — ଅଳ୍ପସଂଖ୍ୟକ — Few (in number)