ମୁଷ୍ଟିକ Mushṭika

  • ସଂ. ବି (ମୁଷ୍ ଧାତୁ+କର୍ତ୍ତୃ. ତି+ସଂଜ୍ଞାର୍ଥେ. କ) — ରାଜା କଂସର ମଲ୍ଲ ବିଶେଷ — A warrior under the demon kaṁṡa
  • ସଂ. ବି (ମୁଷ୍ ଧାତୁ+କର୍ତ୍ତୃ. ତି+ସଂଜ୍ଞାର୍ଥେ. କ) — [ଦ୍ର—ବଳରାମ ଏହାକୁ ବଧ କରିଥିଲେ —ବିଶ୍ୱକୋଷ ।]
  • ସଂ. ବି (ମୁଷ୍ ଧାତୁ+କର୍ତ୍ତୃ. ତି+ସଂଜ୍ଞାର୍ଥେ. କ) — (+ଅଧିକରଣ. ତି+କ) ଧାତୁ ତରଳାଇବା ପାତ୍ର; କୋଇ — Crucible
  • ସଂ. ବି (ମୁଷ୍ ଧାତୁ+କର୍ତ୍ତୃ. ତି+ସଂଜ୍ଞାର୍ଥେ. କ) — (ମୁଷ୍ଟି +ପ୍ରୟୋଜନ ଏହାର, ଏହି ଅର୍ଥରେ କ) ସ୍ୱର୍ଣ୍ଣକାର; ବଣିଆ — Goldsmith