ମୁଷ୍କିଲ୍ Mushukil
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — ମହା — Great
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — ଶକ୍ତ; କଷ୍ଟକର — Difficult; hard; beset with difficulty
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — ଅତ୍ୟନ୍ତ; ବଡ଼; ଭାରି — Very; very much
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — ଅତ୍ୟଧିକ — 5. Too much
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — ଜଟିଳ; ଗୋଳମାଳିଆ — Confused
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — [ଉ—ଏହା ବିପଦ କି ସଂପଦ, ମହାମୁଷ୍କିଲ । ଫକୀରମୋହନ. ଛମାଣ ଆଠ— ଗୁଣ୍ଠ ।]
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — ବିପଜ୍ଜନକ; ବିପତ୍ସଙ୍କୁଳ — Dangerous; beset with danger
- ବୈଦେ. ବିଣ. ଓ କ୍ରି. ବିଣ (ଆ. ମୁଶ୍କିଲ) — ଅତି ସନ୍ଦେହଜନକ — Very doubtful
- ବୈଦେ. ବି — ବିପଦ — Danger
- ବୈଦେ. ବି — ଗୋଳମାଳ; ଅଡ଼ୁଆ — Confusion
- ବୈଦେ. ବି — ମହାବିଘ୍ନ ବା ଦୁଃଖ — Great sorrow
- ବୈଦେ. ବି — ଆପଜ୍ଜନକ ଅବସ୍ଥା; ଅଖିଞ୍ଜିଆ ଅବସ୍ଥା — Awkward situation; danger