ମୁଷ୍କକ Mushkaka
- ସଂ. ବି.—[ମୁଷ୍କ+କ] — ପଳାଶ ବୃକ୍ଷ ପରି ଏକ ପ୍ରକାର ବୃହତ୍ ବୃକ୍ଷ, ଏକ ପ୍ରକାର ପାଟଳୀ ଗଛ — Name of a tree; Schrebra Swieteniodes
- ସଂ. ବି.—[ମୁଷ୍କ+କ] — [ଦ୍ର—ଏହା ପଳାଶବତ୍ ପାର୍ବତ୍ୟ ବୃକ୍ଷ । ଏଥିର ପତ୍ର 3/4 ଯୋଡ଼ା ପର୍ଣ୍ଣର ସମଷ୍ଟି । ଫୁଲ ଆପୀତ, ଖଦିର ବର୍ଣ୍ଣ ଓ ସୁଗନ୍ଧ । ଫଳ 3/4 ଆଙ୍ଗୁଳ ଲମ୍ବ ଘଣ୍ଟା ପରି । ଏହା କଟ୍ୱାମ୍ଳ ରସ, ରେଚକ, ପାଚକ, କଫ ବାତ ଓ ବିଷନାଶକ । ଏହା ମେଦୋରୋଗ, କଣ୍ଡୁ, କୃମି, ଓ ଶୁକ୍ରନାଶକ, ପୀହ୍ଲା ଓ ଉଦର— ରୋଗ ନାଶକ ।] — [ଦ୍ର—ଏହା ପଳାଶବତ୍ ପାର୍ବତ୍ୟ ବୃକ୍ଷ ଏଥିର ପତ୍ର3/4ଯୋଡ଼ା ପର୍ଣ୍ଣର ସମଷ୍ଟି ଫୁଲ ଆପୀତ, ଖଦିର ବର୍ଣ୍ଣ ଓ ସୁଗନ୍ଧ ଫଳ3/4ଆଙ୍ଗୁଳ ଲମ୍ବ ଘଣ୍ଟା ପରି ଏହା କଟ୍ୱାମ୍ଳ ରସ, ରେଚକ, ପାଚକ, କଫ ବାତ ଓ ବିଷନାଶକ ଏହା ମେଦୋରୋଗ, କଣ୍ଡୁ, କୃମି, ଓ ଶୁକ୍ରନାଶକ, ପୀହ୍ଲା ଓ ଉଦର— ରୋଗ ନାଶକ ]