ମୁଷଳ ଧାର Mushaḻa dhāra

  • ଦେ. ବି — ମୁଷଳ ପରି ଘନବୃଷ୍ଟିର ଧାରା; ଦୁମୁକାଣି — Big drop of rain; a heavy downpour; raining cats and dogs
  • ଦେ. ବି — [ଉ—ଶୁଣି ସେ ସମୟରେ ତୁମ୍ଭେ ଘନରୂପେ, ମୁଷଳ ଧାରା ପରି ବର୍ଷଜଳ ଆପେ । କୃଷ୍ଣସିଂହ. ମହାଭାରତ. ବନ ।]