ମୁଷମ୍ମାତ୍ Mushammāt

  • ବୈଦେ. ବିଣ. ସ୍ତ୍ରୀ (ଆ. ମୁସମ୍ମତ୍) (କଚିରିଆ) — ସଧବା ସ୍ତ୍ରୀମାନଙ୍କ ନାମ ପୂର୍ବରେ ଯୁକ୍ତ ହେବା ବିଶେଷଣ; ସଧବା (ସ୍ତ୍ରୀ)= ଶ୍ରୀମତୀ — A term prefixed to the name of a woman whose husband is alive