ମୁଶ୍ (ଧାତୁ) Muṡ (root)

  • ସଂ. — ଅପହରଣ କରିବା — To steal
  • ସଂ. — ଲୁଣ୍ଠନ କରିବା — To plunder
  • ସଂ. — କାଟିବା — To cut
  • ସଂ. — ଭାଙ୍ଗିବା — To break
  • ସଂ. — ବିଭାଗ କରିବା — To divide