ମୁଶୁମୁଶୁ Muṡu muṡu

  • ଦେ. ଅ. (ଧ୍ୱନ୍ୟନୁକରଣ) — ଶୁଖିଲା ପତ୍ର ଆଦି ମକଚିଦେବା ଶବ୍ଦ — Sound of crushing of dry leaves
  • ଦେ. ଅ. (ଧ୍ୱନ୍ୟନୁକରଣ) — [ଦ୍ର—ମସ୍ ମସ୍ ଶବ୍ଦଠାରୁ ମୁସ୍ ମୁସ୍ ମୃଦୁତର ମଚ୍ ମଚ୍ ଶବ୍ଦଠାରୁ ମସ୍ ମସ୍ ମୃଦୁତର ମଚ୍ ମଚ୍ ଶବ୍ଦଠାରୁ ମୁଚ୍ ମୁଚ୍ ମୃଦୁକର ।]