ମୁଶାହିବ୍ Muṡāhib
- ବୈଦେ. ବି. (ଫା. ମୁସାହିବ୍) — ବଡ଼ ଲୋକଙ୍କ ପାର୍ଶ୍ୱଚର ସ୍ତାବକ ବା ଖୋସାମୋଦକାରୀ ବା ବିଦୂଷକ ବ୍ଯକ୍ତି — Flatterer of a rich man; a hanger-on; to ady; a jester
- ବୈଦେ. ବି. (ଫା. ମୁସାହିବ୍) — [ଉ—ଆଗରେ ସାତ ଜଣ ମୁସାହେବ ଭାବନାରେ ଭାବନାରେ ବସି ଢୋଳାଉ ଅଛନ୍ତି । ଫକୀରମୋହନ. ଛମାଣଆଠଗୁଣ୍ଠ ।]