ମୁଶାବିଧା Muṡābidhā

  • ବୈଦେ. ବି. (କଚିରିଆ) (ଫା. ମୁସୀବ୍ବାଦା) — ଦଲୀଲ ଆଦିର ଚିଠା, ପାଣ୍ଡୁଲିପି, ଖସଡ଼ା, ମସୁଦା — Rough draft of a document
  • ବୈଦେ. ବି. (କଚିରିଆ) (ଫା. ମୁସୀବ୍ବାଦା) — [ଦ୍ର— କୌଣସି ଦଲୀଲ ଦସ୍ତାବିଜ ଲେଖା ହେବା ପୂର୍ବରୁ ତହିଁର ଗୋଟିଏ ମୁଶାବିଦା ଲେଖା ହୁଏ ଓ ତାହା ଆବଶ୍ୟକ ସ୍ଥଳରେ ସଂଶୋଧିତ ହେଲା ପରେ ଲେଖା ହେବା କାଗଜରେ ଚଢ଼ାଯାଏ ।]