ମୁଲ୍ହୁଁ Muḻ-huñ

  • ପ୍ରାଦେ. (ସମ୍ବଲପୁର) ଅ — ମୂଲସୁଁ; ମୂଳଠାରୁ — From the root
  • ପ୍ରାଦେ. (ସମ୍ବଲପୁର) ଅ — ଆରମ୍ଭରୁ — From the beginning
  • ପ୍ରାଦେ. (ସମ୍ବଲପୁର) ଅ — ଆଦୌ — At all