ମୁଲ୍ତବି ଖରଚା Mul-tabi kharachā
- ବୈଦେ. ବି (କଚିରିଆ) (ଆ. ମୁଲତବୀ+ଖର୍ଚ୍ଚା) — କୌଣସି ମକଦ୍ଦମାର ନିର୍ଦ୍ଧାରିତ ତାରିଖରେ ଏକ ପକ୍ଷ ପ୍ରମାଣ ସହିତ ଉପସ୍ଥିତ ହୋଇଥିଲେ ଓ ଅପର ପକ୍ଷ ପ୍ରସ୍ତୁତ ନ ଥିବା ଯୋଗୁଁ ସମୟ ପ୍ରାର୍ଥନା କଲେ ସମୟପ୍ରାର୍ଥନାକାରୀ ପକ୍ଷ ପ୍ରସ୍ତୁତ ହୋଇ— ଥିବା ପକ୍ଷକୁ ତାହାର ଖରଚ କରିଥିବା ଧନର କ୍ଷତିପୂରଣ ରୂପେ ଯେଉଁ ଧନ ଦେବାକୁ ହାକିମ ହୁକୁମ କରନ୍ତି — Adjournment costs ordered by a court to be paid by the party who is not ready to conduct the case on the fixed date and prays for a postponement to the party who has come to court ready with his evidence