ମୁଲ୍ତବି Mul-tabi
- ବୈଦେ. ବି (କଚିରିଆ; ଆ. ମୁଲ୍ତବୀ) — କୌଣସି କାର୍ଯ୍ୟକୁ ପରେ କରିବା ପାଇଁ ପକାଇ ରଖିବା — Deferring; keeping in abeyance
- ବୈଦେ. ବି (କଚିରିଆ; ଆ. ମୁଲ୍ତବୀ) — ମକଦମା ଆଦିର ପରେ ବିଚାର ହେବା ପାଇଁ ସ୍ଥଗିତ— ରଖାଯିବା; ମହଲତ — Adjournment; postponement of a case
- ବିଣ (ଆ) — ପରେ କରାଯିବା ପାଇଁ ବର୍ତ୍ତମାନ ସ୍ଥଗିତ ରଖାଯିବା (କର୍ମ) — Deferred; kept in abeyance
- ବିଣ (ଆ) — ଅନ୍ଯ ତାରିଖକୁ ଶୁଣାଣିର ତାରିଖ ନିର୍ଦ୍ଧାରିତ ହୋଇଥିବା (ମକଦ୍ଦମା) — Adjourned; postponed (hearing of a case)