ମୁଲାକାତ୍ Mulākāt

  • ବୈଦେ. ବି (ଆ. ମୁଲାକାତ୍) — କୌଣସି ବ୍ଯକ୍ତି ସଙ୍ଗେ ସାକ୍ଷାତ୍କାର; ଭେଟ; ଦେଖା; ଦର୍ଶନ; ଦେଖା ସାକ୍ଷାତ୍ — Meeting or interview with a person; seeing a person; a visit to a person
  • ବୈଦେ. ବିଣ (ଆ. ମୁଲାକାତୀ) ଦୃଷ୍ଟ; ଭେଟ ହୋଇଥିବା — Seen; interviewed
  • ବୈଦେ. ବିଣ (ଆ. ମୁଲାକାତୀ) ସାକ୍ଷାତ୍କାରସମ୍ବନ୍ଧୀୟ — Relating to a visit
  • ବୈଦେ. ବିଣ (ଆ. ମୁଲାକାତୀ) ପରିଚିତ — Known; acquainted