ମୁଲାଏମ୍ Mulāem

  • ବୈଦେ. ବିଣ—(ଫା. ମୁଲାୟମ୍) — କୋମଳ ନରମ — Soft, tender
  • ବୈଦେ. ବିଣ—(ଫା. ମୁଲାୟମ୍) — ମଖମଲି — Velvety
  • ବୈଦେ. ବିଣ—(ଫା. ମୁଲାୟମ୍) — ସୁକୁମାର — Delicate