ମୁଲାଇଜା Mulaijā

  • ବୈଦେ. ବି —(ଫା. ମୁଲାହଜା) — ଚକ୍ଷୁର୍ଲ୍ଲଜ୍ଜା; ମୋହବତ୍ — Personal regard for the feelings of a person
  • ବୈଦେ. ବି —(ଫା. ମୁଲାହଜା) — [ଉ— "XXX ଦେଖ ଶ୍ୟାମ! ଏଣିକି ହୁସିଆର ରହ, ମୁଁ ଥିଲି ବୋଲି ମୋ ମୁଲାଜାରେ ପାଞ୍ଚ ଜଣ ତୋତେ ଟେକି ନେଲେ ସିନା, ନୋହିଲେ ତୁ ଏକାବେଳେ କିରସ୍ତାନ ହୋଇ ଯାଇଥାନ୍ତୁ। ଫକୀର— ମୋହନ ଛମାଣ ଆଠଗୁଣ୍ଠ।"]