ମୁଲତାନ Multāna

  • ଦେ. ବି — ପଞ୍ଜାବ ପ୍ରଦେଶର ଗୋଟିଏ ବିଭାଗ, ଜିଲ୍ଲା ଓ ନଗର — Name of a division, district and town in the province of the Punjab
  • ଦେ. ବି — [ଦ୍ର—ଏ ନଗରର ପ୍ରାଚୀନ ନାମ କଶ୍ୟପପୁର ବା ମୂଳ ଶାମ୍ବପୁର ଓ ମିତ୍ରବନ—ବିଶ୍ୱକୋଷ।]