ମୁର୍ଦ୍ଧ୍ନିପାତକ Mūrddhnipātaka

  • ସଂ. ବିଣ (ମୁର୍ଦ୍ଧ୍ନି= ମୁଣ୍ଡରେ+ପାତି ଧାତୁ+କର୍ତ୍ତୃ. ଅକ) — ଯେ ମୁଣ୍ଡପାତ କରେ ବା ମନୁଷ୍ୟର ମୁଣ୍ଡକୁ ହାଣେ — One who beheads a person; an executioner