ମୁର୍ଦ୍ଧନି Murddhani

  • ଦେ. ବି. (ସଂ. ମୂର୍ଦ୍ଧା) — ମୁରୁଧନି (ଦେଖ) — Murudhani (See)
  • ଦେ. ବି. (ସଂ. ମୂର୍ଦ୍ଧା) — ଉତ୍କୃଷ୍ଟ ବ୍ଯକ୍ତି — Excellent person
  • ଦେ. ବି. (ସଂ. ମୂର୍ଦ୍ଧା) — (ଉ—ଅନଙ୍କ ନାମର ମୂର୍ଦ୍ଧନି, ଆମ୍ଭେ ଜାଣିଲୁ ଗୁଣି। ଭୂପତି. ପ୍ରେମପଞ୍ଚା— ମୃତ।)
  • ଦେ. ବି. (ସଂ. ମୂର୍ଦ୍ଧା) — (ସଂ. ମୁର୍ଦ୍ଧନ୍)—ମସ୍ତକ; ଶିରଃ — head
  • ଦେ. ବିଣ — ଶ୍ରେଷ୍ଠ — Chief; principal
  • ପ୍ରାଦେ (ସିଂହଭୂମ) ବି. (ସଂ. ମୂର୍ଦ୍ଧନ୍) — ଚାଳ ଘରର ମଥାନ; ତୁଳି — The topmost ridge of a thatched house