ମୁର୍ଦ୍ଦା ଫରାଶ୍ Murdda pharāṡ
- ବୈଦେ. ବି (ଫା. ମୁର୍ଦ୍ଦାଫରୋଶ୍) ତିଳକମାଟିଆ; ଯେଉଁ ଲୋକମାନେ କୁଟୁମ୍ବହୀନ ବ୍ଯକ୍ତିର ଶବ ବହନ ଓ ଦହନ କରନ୍ତି — A class of people who carry away and dispose of the dead bodies of persons dying without having any kinsman to dispose of them