ମୁର୍ (ଧାତୁ) Mur (root)

  • ସଂ. ଧାତୁ — ବେଷ୍ଟନ କରିବା — To encircle to surround; to entwine
  • ସଂ. ଧାତୁ — ଏକତ୍ର ବାନ୍ଧିବା — To bind together
  • ସଂ. ଧାତୁ — କୁଣ୍ଢେଇ ଧରିବା — To hold in an embrace; to hold tightly