ମୁରୁଡ଼ି ପଡ଼ିବା Muruṟḍ̠i paṟḍ̠ibā

  • ଦେ. କ୍ରି — ଫିଟି ଅଲଗା ହୋଇ ପଡ଼ି ଯିବା — To be unstrung and lie scattered
  • ଦେ. କ୍ରି — (ଉ—ହାର ଜିଣି ମୁରୁଡ଼ି ପଡ଼ିଛି ବାସ ବେନି। ଭଞ୍ଜ. ଲାବଣ୍ୟବତୀ।)
  • ଦେ. କ୍ରି — ହୁଡ଼ ବା ପଣ— ରୂପେ ରଖା ଯିବା — To be laid as a wage