ମୁରୁବ୍ୱା Murubbā

  • ବୈଦେ. ବି (ଆ. ମୁରବ୍ବା) — ମୁରବ୍ୱା; ମୋରବ୍ୱା; ମିଷ୍ଟରସରେ ପାକ କରାଯାଇ ବହୁଦିନ ସକାଶେ ରଖାଯାଇ ଥିବା ଫଳ — Preserved fruit; a preserve; a confection