ମୁରୁଧନାଭିଷେକ Murudhanābhisheka

  • ଗ୍ରା. ବି (ସଂ. ମୂର୍ଦ୍ଧନାଭିଷେକ) — ରଜାଙ୍କର ସିଂହାସନରେ ଅଭିଷେକରୂପ କର୍ମ (ଏଥିରେ ରାଜାଙ୍କ ମୁଣ୍ଡରେ ମନ୍ତ୍ରପୂତ ତୀର୍ଥଜଳ ଢଳାଯାଏ) — Installstion of a king on his throne (accompanied with the ceremony of sprinkiling water on the head)