ମୁରୁଧନା ପାତ Murudhanā pāta
- ଦେ. ବି. (ସଂ. ମୂର୍ଦ୍ଧାନ୍ ଓ ପାତ) — ମୁଣ୍ଡହଣା ହୋଇ ଭୂମିରେ ପଡ଼ିବା; ମୁଣ୍ଡକାଟ; ମୁଣ୍ଡପାତ — Beheading; loss of one's head
- ଦେ. ବି. (ସଂ. ମୂର୍ଦ୍ଧାନ୍ ଓ ପାତ) — ଅପମୃତ୍ୟୁ; ହଠାତ୍ ମୃତ୍ୟୁ — Sudden death
- ଦେ. ବି. (ସଂ. ମୂର୍ଦ୍ଧାନ୍ ଓ ପାତ) — [ଦ୍ର—ଲୋକେ ଅଭିଶାପ ଦିଅନ୍ତି—'ତୋର ମୂର୍ଦ୍ଧନା ପାତ ହେଉ'।]