ମୁରୁଦାର ଖାନା Murudāra khānā

  • ବୈଦେ. ବି (ଫା. ମୁର୍ଦ୍ଦା ଖାନା) — ମଡ଼ା— ମଶାଣୀ; ଶ୍ମଶାନ — Cremation ground
  • ବୈଦେ. ବି (ଫା. ମୁର୍ଦ୍ଦା ଖାନା) — କବର ଖାନା — Burial ground
  • ବୈଦେ. ବି (ଫା. ମୁର୍ଦ୍ଦା ଖାନା) — ଯେଉଁ ଘରେ ଡାକ୍ତରମାନେ ଶବ ବ୍ଯବଚ୍ଛେଦ କରନ୍ତି — Morgue