ମୁରୁଦାର କଢ଼ା Murudāra kāṟḍ̠ẖā

  • ଦେ. ବିଣ — ମଡ଼ାକୁ ଯେଉଁମାନେ ଘରୁ କାଢ଼ି ଶ୍ମଶାନକୁ ନିଅନ୍ତି — Carrying the dead body of a person to the cremation ground
  • ଦେ. ବି — ମଡ଼ା କାଢ଼ିବା — The act of bringing out the dead body of a person from the house to the cremation ground
  • ଦେ. ବି — ଯେ ମୁର୍ଦ୍ଦାର ବୋହିନିଏ — Undertaker