ମୁରୁତିକା Murutikā

  • ଦେ. ବି (ସଂ. ମୃତକାଶୌଚ) — ମରଣାଶୌଚ; ମୃତ କୁଟୁମ୍ବମାନଙ୍କୁ ଲାଗିବା ଅଶୌଚ — Impurity or pollution affecting the kinsmen by the recent death of a person