ମୁରୁଛିବା Muruchhibā

  • ଦେ. କ୍ରି — ତ୍ୟାଗ କରିବା; ଛାଡ଼ିବା — To give up
  • ଦେ. କ୍ରି — [ଉ—ଗୁରୁ ସେବା କରି ବେଦ ଯେ ଜାଣିଅଛି, ତାକୁ ଶିଷ୍ଟାଚାର ନ ପାରଇ ମୁରୁଛି। କୃଷ୍ଣସିଂହ ମହାଭାରତ ବନ।]
  • ଦେ. କ୍ରି — ପାଶରୁ ଅନ୍ତର ହୋଇ ଯିବା; ଅନ୍ତର ହେବା — To stay away from; to part with
  • ଦେ. କ୍ରି — ପାଶୋରିବା — To forget
  • ଦେ. କ୍ରି — [ଉ—ସଭାକୁ ଯିବାବେଳେ ଯାହା ପିନ୍ଧିଥିଲେ, ସେହି ଲୁଗାରେଟି ସେ ବନବାସ ଗଲେ। କୁନ୍ତୀ ତାହା ଦେଖିଣ ମୁରୁଛି ନ ପାରି। କୃଷ୍ଣସିଂହ ମହାଭାରତ ସଭା।]
  • ଦେ. କ୍ରି — କୌଣସି ବିଷୟର ଲୋଭ ତ୍ୟାଗ କରିବା — To give up hankering after or liking for a thing