ମୁରଲୀ ବଦନିଆଁ Muralī badaniāñ

  • ଦେ. ବିଣ (ସଂ. ମୁରଲୀବଦନ) — ଯେ ମୁହଁରେ ମୁରଲୀ ଧରି ଥାଏ (ଶ୍ରୀକୃଷ୍ଣ) — Holding the flute to his mouth
  • ଦେ. ବିଣ (ସଂ. ମୁରଲୀବଦନ) — [ଉ—ଭକତହୃଦବାସ ରାଧିକା ବିଳାସ, ମୁରଲୀ ବଦନିଆଁ ଗୋକୁଳ ତାରା ଈଶ। କୃଷ୍ଣସିଂହ ମହାଭାରତ ଉଦ୍ଯୋଗ।]