ମୁରଲୀ ଧରା Muralī dharā

  • ଦେ. ବିଣ (ସଂ. ମୁରଲୀଧାରୀ) — ଯେ ମୁରଲୀ ଧରି ଥାଏ — Holding a flute
  • ବି — ଶ୍ରୀକୃଷ୍ଣଙ୍କର ନାମ — Name of Kṛushṇa
  • ବି — [ଉ—ହୋଇ ଥାରେ ସଜ କୁଞ୍ଜକୁ ଯିବୁ ପରା, ଦେଇଛନ୍ତି ସଙ୍କେତ ସେ ମୁରଲୀ ଧରା—ସଙ୍ଗୀତ।]